ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
ଚେନ୍ନାଇ/ହାଇଦ୍ରାବାଦ: ତାମିଲନାଡୁରେ ସରକାର ଗଠନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ନିଜର ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି। ଦଳର ସମସ୍ତ ୫ ଜଣ ବିଧାୟକଙ୍କୁ ବିମାନ ଯୋଗେ ତାମିଲନାଡୁରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।
ତାମିଲନାଡୁରେ କୌଣସି ଦଳକୁ…