ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !
ବଲାଙ୍ଗୀର:ତୁରେକେଲା ବ୍ଲକ ଅନ୍ତର୍ଗତ ଧମାନଡଙ୍ଗା ପଞ୍ଚାୟତର କନ୍ଧବାହାଲ ଗାଁରେ କିଡନୀ ରୋଗ ଆତଙ୍କ। ବର୍ଷକ ଭିତରେ ୨୫ରୁ ଅଧିକ ଜଣଙ୍କ କିଡନିରେ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ୫୦ରୁ ଅଧିକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି।
ଗାଁରେ ସ୍ୱଚ୍ଛ ପିଇବା ପାଣିର ଅଭାବ ହିଁ ମାରାତ୍ମକ ରୋଗର…