ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
ମେଲବୋର୍ଣ୍ଣ: କାଜକସ୍ତାନର ଏଲେନା ର୍ୟାବକିନା ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଆରିୟାନା ସାବଲେଙ୍କାଙ୍କୁ ୬-୪, ୪-୬ ଓ ୬-୪ ସେଟରେ ପରାସ୍ତ କରିଥିଲେ । ର୍ୟାବକିନା ପ୍ରଥମ ସେଟକୁ ଜିତିବା ପରେ ସାବଲେଙ୍କା ଜବରଦସ୍ତ…