ଗାଁରେ ବ୍ୟାପୁଛି ଜଣ୍ଡିସ୍,୧୭ ନମୁନାରୁ ୯ ଜଣ ଜଣ୍ଡିସରେ ଆକ୍ରାନ୍ତ
କଳାହାଣ୍ଡି:ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା । ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ତେବେ ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି…