ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
ମୁମ୍ବାଇ: ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଳା ଶୁଟିଂରେ ବ୍ୟସ୍ତ ଅଛନ୍ତି । ମେ ୧୫ରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି । ରିପୋର୍ଟ ମୁତାବକ ଅନୀସଙ୍କ ଆଗାମୀ ଫିଲ୍ମରେ ଅକ୍ଷୟ ଓ ବିଦ୍ୟା ବାଲାନ ଅଭିନୟ କରିବାକୁ ଯାଉଛନ୍ତି । ପୂର୍ବରୁ ଅକ୍ଷୟଙ୍କ ସହ ଅନୀସ ୨୦୧୧ରେ…