Expansion Of Ayushman Bharat : ୬୦ରେ ଅବସର…୭୦ରେ ଚିକିତ୍ସା ଅଧିକାର? ଆୟୁଷ୍ମାନ କାର୍ଡ ନେଇ ଅନେକଙ୍କ ଆଶା…
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟର ବୃଦ୍ଧାଶ୍ରମିକଙ୍କ ଆଶାକୁ ଧୂଳିସାତ କରିଦେଇଛି। ଶନିବାର ଶୁଣାଣି ସମୟରେ, କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ଆୟୁଷ୍ମାନ କାର୍ଡରେ ମିଳୁଥିବା ସୁବିଧା ଏକ ସରକାରୀ ନୀତିଗତ ବିଷୟ ଏବଂ ନ୍ୟାୟପାଳିକା ହସ୍ତକ୍ଷେପ…