ଖମେନେଇଙ୍କ ମୃତ୍ୟୁ ପରେ, ଇରାନରେ ଲଗାଗଲା ‘ନାଲି ପତାକା’..ଏପରି କାହିଁକି, ଏହାର ଅର୍ଥ କ’ଣ?
ତେହରାନ: ଇରାନର ପବିତ୍ର ସହର କୋମ୍ରେ ଥିବା ଜାମକାରନ୍ ମସଜିଦ ଉପରେ ଏକ ନାଲି ପତାକା ଲଗାଯାଇଛି, ଯାହାକୁ ସିଆ ପରମ୍ପରାରେ ପ୍ରତିଶୋଧର ପତାକା ବୋଲି ବିବେଚନା କରାଯାଏ । ଏହି ପତାକା ସେତେବେଳେ ଲଗାଯାଏ ଯେତେବେଳେ ଦେଶ ଏକ ବଡ଼ ଅନ୍ୟାୟର ପ୍ରତିଶୋଧ ନେବାର ସଙ୍କେତ ଦିଏ କିମ୍ବା ଯୁଦ୍ଧ ପାଇଁ…