ଆୟୋଜିତ ହେଲା ଆଇଟା ଓଟା ଟ୍ୟାଲେଂଟ ସିରିଜ ଟେନିିସ ଟୁର୍ଣ୍ଣାମେଂଟ
ଭୁବନେଶ୍ୱର: ଓଡିଶା ଟେନିସ ଆସୋସିଏଶନ(ଓଟା), ରାଜ୍ୟ କ୍ରୀଡା ବିଭାଗ ଆନୁକୂଲ୍ୟରେ ଆଇଟା-ଓଟା ଟ୍ୟାଲେଂଟ ସିରିଜ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୧୨ ଓ ୧୪ ବର୍ଷରୁ କମ ବିଭାଗରେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଓଡିଶାର ୬୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୧୨ ବର୍ଷରୁ କମ ବାଳକ…