ଜରୁରୀକାଳୀନ ସ୍ଥିତିରେ ୧୧୨ ହେଲ୍ପଲାଇନ୍କୁ ତୁରନ୍ତ ଫୋନ୍ କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା
ଭୁବନେଶ୍ୱର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ…