ଭୁବନେଶ୍ବର: ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡରେ ଆଘାତ ଲାଗିଛି । ଆଜି ସକାଳେ ବିଧାୟକ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ । ସେଠାରେ ଅନ୍ୟମନସ୍କ ଭାବେ ତାଙ୍କ ଗୋଡ ଏକ ଗାତରେ ପଡିଯାଇଥିଲା । ବିଧାୟକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି ।
BREAKING NEWS
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ବୀର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
- ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
- ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
Comments are closed.