Latest Odisha News

BREAKING NEWS

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି ।

 

View this post on Instagram

 

Hardly ever in life does one come across a story that touches your heart so deeply and so instantly…it’s the quickest I’ve signed a film in my career. A story that will make you laugh and it will make you cry. And it will make us realise how blessed are those who have sisters. Dedicating this film, #Rakshabandhan to my dear sister, Alka and to the most special bond in the world…that of a brother and sister. It makes me happiest that she is presenting and producing this film along with ace director Anand L Rai. Can’t thank him enough for bringing me one of the most special films of my life. ‪Directed by Aanand L Rai‬ ‪Written by #HimanshuSharma Produced by #ColourYellowProductions @cypplofficial in association with #CapeOfGoodFilms Presented by #AlkaHiranandani & Aanand L Rai, in theatres on 5th November 2021.‬ #SirfBehneDetiHai100PercentReturn

A post shared by Akshay Kumar (@akshaykumar) on

‬‬

ଫିଲ୍ମର ନିର୍ଦ୍ଦେଶନା ଭାର ଆନନ୍ଦ ଏଲ୍ ରୟ ସମ୍ଭାଳିଥିବାବେଳେ କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା । ବଲିଉଡ ଷ୍ଟାରଙ୍କ ମାମଲାରେ ପ୍ରତିବର୍ଷ ସବୁଠୁ ଅଧିକ ଫିଲ୍ମ ଅକ୍ଷୟଙ୍କର ହିଁ ରିଲିଜ ହୋଇଥାଏ । ଅନେକ ଇଣ୍ଟରଭ୍ୟୁରେ ସେ କହିଥିଲେ, ଫିଲ୍ମର ବଜେଟ ଯାହା ବି ହେଉନା କାହିଁକି । ଜୀବନରେ ବଂଚିବା ପାଇଁ ଟଙ୍କା ଦରକାର । ଏଥିପାଇଁ ସେ କୌଣସି ଫିଲ୍ମ ସହଜରେ ହାତଛଡା କରନ୍ତି ନାହିଁ । ତେବେ ସମାଜକୁ ଭୁଲ ବାର୍ତ୍ତା ଦେଉଥିବା ଫିଲ୍ମକୁ ସେ କେବେ ବି ହଁ ଭରିନାହାନ୍ତି ।

ଫିଲ୍ମ ରକ୍ଷା ବନ୍ଧନର କାହାଣୀ ତାଙ୍କୁ ଖୁବ ପସନ୍ଦ ଆସିଥିବାରୁ ସେ ଏହାକୁ କରିବା ପାଇଁ ସାଇନ୍ କରିଛନ୍ତି । ୨୦୨୧, ନଭେମ୍ବର୫ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.