Latest Odisha News

BREAKING NEWS

ଅପରାଧବୋଧ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଭାରତୀୟ ସ୍ଥଳସେନାରେ ଦୀର୍ଘଦିନ କାମ କରିବା ପରେ ଆସନ୍ତାକାଲି ସେବାନିବୃତ୍ତ ହେବେ କର୍ଣ୍ଣେଲ ମନ୍ମଥ ମହାନ୍ତି । ନିଜ ବୈଠକଖାନାରେ ବସିଥିବା ବେଳେ ହିଁ ହଠାତ୍ ଅନ୍ୟମନସ୍କ ହୋଇଗଲେ ସେ । ଆଖି ଆଗରେ ନାଚି ଉଠିଲା ପିଲାଦିନରୁ ଆଜି…

ବଂଶମରା ଡାହୁକ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ହରିପୁର ଗାଁରେ ହୁରି ପଡ଼ିଛି । ପୋଲିସବାଲା ଗାଁ ଭିତରକୁ ମାଡ଼ି ଆସୁଛନ୍ତି । ନାଲି ଟୋପି ପିନ୍ଧା ପୋଲିସ । ପୋଲିସକୁ ଦେଖିବା ତ ଦୂରର କଥା, ଖାଲି ନାଁ ପଡ଼ିଗଲେ ଲୋକଙ୍କ ପିଳେହି ପାଣି । ପୋଲିସବାଲା ଥାନା ଗାଡ଼ିରେ ଆସୁଛନ୍ତି, ଆଉ…

ଅଦୃଶ୍ୟ ଅଭିଶାପ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ନରୋତ୍ତମ ଗଡ଼ନାୟକ । ଥୁଣ୍ଟା ଗଛଟା ତଳେ ଠିଆ ହୋଇ ଆକାଶକୁ ଅନାଇଛନ୍ତି । କିନ୍ତୁ ଅନେଇ ପାରୁନାହାନ୍ତି । ଠିକ୍ ଭାବେ ଆଖି ଖୋଲିପାରୁନାହାନ୍ତି ସେ । ନିଜ ଦେହକ ଭିତରେ ଏମିତି ଖରା ସତେ ଯେମିତି ସେ କେବେ ବି ଅନୁଭବ କରିନଥିଲେ ।…

ଚାଲ ଗାଁକୁ ଫେରିଯିବା

ବିଶ୍ୱାମିତ୍ର ..  ହଁ .. ସେ ପୁରାଣକାଳର ଋଷି ବିଶ୍ୱାମିତ୍ର ନାଇଁ, ଇଏ ସେ ଓସ୍ତପୁର ଗାଁର ବିଶ୍ୱାମିତ୍ର ମହାପାତ୍ର । ଗୋବିନ୍ଦ ମହାପାତ୍ରଙ୍କ ଏକମାତ୍ର ପୁଅ । ବର୍ଷେ ହେଲାଣି ବଡ଼ ହଇରାଣ ହେଉଛି । ରାତି ପାହିଲେ, ସ୍ତ୍ରୀ ବିନୀତା ସହିତ ତୁଣ୍ଡବଜା ହେଉଛି । ଛୋଟ ଛୋଟ କଥାରେ ଗଣ୍ଡଗୋଳ । ହଁ…

ମଝିଆ ପୁଅ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମହାଭାରତରେ “ମଧ୍ୟମ ପୁତ୍ର” ପ୍ରସଙ୍ଗ ପ୍ରାୟ ସମସ୍ତଙ୍କୁ ଜଣା । ପାଣ୍ଡବମାନଙ୍କ ବନବାସ କାଳରେ ଯେତେବେଳେ ଘଟୋତ୍କଚ ତାର ମାଆ ହିଡ଼ିମ୍ବାର ପୂଜା ଅବସାନ ପାଇଁ ବଳିଦେବା ଲାଗି ନରବଳି ଖୋଜୁଥିଲା, ସେତିକିବେଳେ ପାଇଥିଲା ଗୋଟିଏ ଗରିବ…

ବେଳଥାଉ ବନ୍ଧ ବାନ୍ଧ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) କୁଜିବାହାଡ଼ା ଗାଁର ନିମାଇଁ ସୁବୁଦ୍ଧିର ମାଆ ସୋମବାରୀ ସେଦିନ ଦାଣ୍ଡରେ ଠିଆ ହୋଇ ଗାଳି ଦେଉଥିଲା ବଳରାମ ଟହଲକୁ । କେତେ କଣ ଭାଷାରେ ସେ ଗାଳି ଦେଉଥିଲା, ତାକୁ ଯେ କେହି ଶୁଣିବ, ତାର ରକ୍ତ ଗରମ ହୋଇଉଠିବ । ଅଳପେଇଷା, ଅଧରଦିନିଆ,…

ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମୁଁ । ବୋଧହୁଏ ଆଦ୍ୟ କୈଶୋରରେ ପାଦ ଦେଉ ଦେଉ ଯେଉଁ ସବୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟେ, ସେ ସବୁ ମୋ କ୍ଷେତ୍ରରେ ଟିକିଏ ବେଶୀ ଅନୁଭବ ହେଉଥିଲା । ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଥିବ,…

ମାଳତୀ ଦେଈ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାଳତୀ ଦେଈ .. ଏଇ ନାଁଟା ହିଁ ଯଥେଷ୍ଟ । କେବଳ ରାମପୁର ଗାଁ ନୁହେଁ, ଆଖ ପାଖ ଖଣ୍ଡମଣ୍ଡଳର ଲୋକେ ଜାଣନ୍ତି ତାକୁ । କି ଖରା .. କି ବର୍ଷା .. କିଛି ନମାନି, ଚାରି ଛଅ କୋଶ ଦୂରରୁ ଲୋକେ ଆସନ୍ତି ମାଳତୀ ଦେଈ ପାଖକୁ । କାହା ଛୁଆର ଦେହ…

ରାତାରାତି ଲମ୍ବା ଦାଢ଼ି

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଆମ୍ବପାଟଣା ଗାଁ ବିଷୟରେ ଯିଏ ଯେତେବେଳେ ବି ଭାବେ ବଡ଼ ଆଶ୍ଚର୍ଯ୍ୟ ହୁଏ । ଆଗରୁ ପାହାଡ଼ କଡ଼େ ଗୋଟିଏ ଛୋଟିଆ ବସ୍ତି ଭଳି ଥିଲା, ଆଉ ଏବେ ପାହାଡ଼ଠୁ ଦୂରକୁ ଆସି ନଦୀ କୂଳରେ ଟିକିଏ ଫର୍ଚା ଜାଗାରେ ଗାଁଟା ତିଆରି ହେଇଛି । ହେଲେ ଏ…

ଅନ୍ଧଶ୍ରଦ୍ଧା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗୋବିନ୍ଦପୁର ଗାଁ ମଝିରେ ଥିବା ସଭା ମଣ୍ଡପ ଉପରେ ଚାଲିଛି ବୈଠକ । ଗାଁର ବୟୋବୃଦ୍ଧ ଚାରି ପାଞ୍ଚ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଭେଣ୍ଡିଆ ପିଲେ । ମଝିରେ ଯୁବ ଅଫିସର କମଲ କୁମାର । ନୂଆ କରି ଆସିଛନ୍ତି ସେ ଏ ଅଞ୍ଚଳକୁ…