‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ ନ୍ୟାୟିକ କିମ୍ବା ପୋଲିସ୍ ହେପାଜତରେ କୌଣସି ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଜେଲରେ ଥିବା ବ୍ୟକ୍ତିଙ୍କ ମୌଳିକ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ।
ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ…