ଭାଇରାଲ ହେଉଛି ଭିଡିଓ: ଐଶ୍ୱର୍ଯ୍ୟାଙ୍କ ସହ ଦିନେ ଡ୍ୟାନ୍ସ କରିଥିଲେ ସୁଶାନ୍ତ !
ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ଏଭଳି ସମୟରେ ସୁଶାନ୍ତଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ…