ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା
ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ । । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି…