କିଏ ଏହି ଶାର୍ପ ଶୁଟର ମହିଳା, ଯାହାକୁ ରୁଷିଆ ସେନାର ପ୍ରାଣ ଭୟ
କୀଭ: ରୁଷ ଆକ୍ରମଣରୁ ଦେଶକୁ ବଂଚାଇବା ପାଇଁ ୟୁକ୍ରେନ ସେନା ଆପ୍ରାଣ ଉଦ୍ୟମ କରୁଛି । ଏହି ଲଢ଼େଇରେ ୟୁକ୍ରେନର ସାଧାରଣ ନାଗରିକ ଓ ମହିଳାମାନେ ମଧ୍ୟ ଭାଗ ନେଉଛନ୍ତି । ଚାରକୋଲ ନାମକ ଜଣେ ମହିଳା ସ୍ନାଇପର ଏବେ ଏଠାରେ ଜାତୀୟ ହୀରୋ ପାଲଟିଛି କହିଲେ ଭୁଲ ହେବନି । ସୁରକ୍ଷା ଦୃଷ୍ଟି କୋଣରୁ ଏହି…