ଅଜାନ ପାଇଁ ଲାଉଡ ସ୍ପିକର ବ୍ୟବହାରକୁ ବନ୍ଦ କରିବାକୁ କହିଲେ ଅନୁରାଧା
ନୂଆଦିଲ୍ଲୀ: ୯୦ ଦଶକର ଲୋକପ୍ରିୟ ଗାୟିକା ଅନୁରାଧା ପୌଡୱାଲ ଆଜି ଅଜାନରେ ଲାଉଡ ସ୍ପିକର ବ୍ୟବହାର ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଅଜାନ ପାଇଁ ଏହାର ଆବଶ୍ୟକତା ନାହିଁ । ମୁଁ ଅନେକ ମୁସଲମାନ ଦେଶ ବୋଲିଛି ସେଠାରେ ମଧ୍ୟ ଏ ଭଳି ଭାବେ ଅଜାନ ବୋଲା ଯାଏ ନାହିଁ । ଗୋଟିଏ…