କବିତା : ଦୁଃଖ
ରାମକୃଷ୍ଣ
ବଡ଼ ଉଗ୍ରରୂପ ନେଇ ସେମାନେ ଆସନ୍ତି
ମନେହୁଏ ଏଇ ଯେମିତି ସବୁଶେଷ
ଫଳନ୍ତି ସ୍ବପ୍ନ ସବୁ
ଧରାଶାୟି ହୁଅନ୍ତି ବାତ୍ୟାରେ
ମନେହୁଏ ଆଉ ଜମାରୁ ଫୁଟିବନି
ଫୁଲ ରକ୍ତରେ ।
ଅଥଚ ସେମାନେ ଫେରିଯିବା ବେଳେ
ଭୁଲ୍ ପ୍ରମାଣିତ ହୁଏ
ଆମର ଯାବତୀୟ ଭୟ
ଓ ଆଶଙ୍କାର ମାନଚିତ୍ର,
ମନର…