ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ
କଥାଟିଏ କହୁଁ : 2
ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ
ପରଂବ୍ରହ୍ମ ତ୍ରିପାଠୀ
ବ୍ରାହ୍ମଣ ହୋଇ ପଇତା ପିନ୍ଧୁ ନଥିବା, ବିନା ଆମିଷରେ ଖାଉନଥିବା, ମନ୍ଦିର ଯାଉ ନଥିବା, ପ୍ରଥା ପରମ୍ପରାକୁ ନେଇ ସବୁବେଳେ ଯୁକ୍ତିତର୍କ କରୁଥିବା, ବ୍ୟକ୍ତି ଜଣଙ୍କୁ ତାଙ୍କ ବନ୍ଧୁ ଲଘୁ ପରିହାସରେ…