Latest Odisha News

BREAKING NEWS

ପୁଣି ଥରେ  ଶକ୍ତି ମହାନ୍ତି ଯଦି ମୁଁ ସବୁକିଛି ଭୁଲିଯାଇ ପୁଣି ତତେ ଭଲପାଇ ବସେ ମନହରୀ ଦୋକାନରେ ଅତରର ଦର ବୁଝି ଆଖିରେ ପ୍ରୀତିର କଜ୍ୱଳ ଭରି ତୁ ଆସିବୁ ଫେରି ଯଦି ସେ ଅତରର ଠିପି ମୋ ଦେହ ପରି ବାସେ... ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ପାଖକୁ ଆସେ ଅଧାନିଦ…

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ ରାଜେଶ ପୂଜାରୀ କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି ସେ ଲେଖୁଛି ଆପଣା ମନ୍ଦ ଭାଗ୍ୟର କପଟ କବିତା ନିଜ ଛାତିରେ ଗତ ପୂର୍ଣ୍ଣିମାରୁ ନୂଆଁ ଜହ୍ନଟେ ସଜେଇ ସାରିଥିବା ଆକାଶ ପାଖରୁ ଛାଡ଼ପତ୍ର ପାଇଲା ଯେବେ ଠାରୁ...! ଏଇଠୁ ଏମିତି ନିରେଖିବ…

ସାମାଜିକ ଭୂତ

 କଥାଟିଏ କହୁଁ 1  ସାମାଜିକ ଭୂତ ପରଂବ୍ରହ୍ମ ତ୍ରିପାଠୀ ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି... ଜ୍ଞାନୀ ଦେବାଶିଷ ମିଶ୍ର ଦିନ ଦି’ପହରଟାରେ, କୋଉ ଲୋକରୁ ଆସିଲ ହେ ପ୍ରଭୁ! ଅଣ୍ଟା ଗାମୁଛାକୁ ମୁଣ୍ଡରେ ପକଉନ! ତମ ଦେହସାରା ତ ଛତାଚିରା ଖରା, ଗୋଟେ ମସିଆ ପାଣି ବୋତଲରେ ବହଳେ କୋଚଟର ନେଳିଆ ଛାଇ । କୁଆଡ଼ୁ କିମିତି ଆସିଲ…

ମହା ଝଡ଼

ମହା ଝଡ଼ ସୁକୁବିନା (ଜାପାନୀ) ସକାଳୁ ସାମାନ୍ୟ ପବନ ବୋହିବା ଆରମ୍ଭ କରିଥିଲା । ତିନିଦିନ ତଳୁ ଖବରକାଗଜ ଟିଭିରେ କହୁଥିଲା ଝଡ଼ ହେବ - ଆଜି ହେବ କାଲି ହେବ କହି କହି ହେଲାନି; ତିନି ଦିନ ବିତିଗଲାଣି । ପବନ ଏ ଦୁଇ ତିନିଦିନ ଯେମିତି ହେଉଥିଲା ପ୍ରାୟ ସେମିତି ବା ଟିକିଏ ବେଶୀ । ଏଣୁ…

ଯେ ପକ୍ଷୀ ଯାଇଛି ଉଡ଼ି

ଯେ ପକ୍ଷୀ ଯାଇଛି ଉଡ଼ି ଡ. ବିବୁଧରଂଜନ ସବୁଦିନପରି ସେଦିନ ବି ଯାଉ ଯାଉ ବଡ଼ଗଛଟା ଉପରେ ଗୋଟେ ଖୁବ୍ ସୁନ୍ଦର ହଳଦୀବସନ୍ତ ଚଢେଇ ବସିଥିବାର ଦେଖିଲି । ମୋ ପାଦ ଆପେ-ଆପେ ଥମିଗଲା । ମୁଁ ଯାଇ ଛିଡାହେଲି ସେ ଗଛତଳେ । ଗୋଟିଏ ଦୃଷ୍ଟିରେ ଚାହିଁ ରହିଲି ସେ ଚଢେଇଟିକୁ । କି ସୁନ୍ଦର ଏ ହଳଦୀବସନ୍ତ…

ଆଇନା

ଆଇନା ଚନ୍ଦ୍ରଶେଖର ମିଶ୍ର ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ ମୁଁ ହସିଲେ ତୁ ହସୁ ଏକା ତୁ ହିଁ ଚିହ୍ନିପାରୁ ମରୁଦେହରେ ହସ ହେଇ ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ ଛାତିତଳେ କୋହର ଉଦ୍ଗିରଣକୁ ଚାପି ରଖିବାର ଅସହାୟପଣକୁ, ମାପିପାରୁ ଧାପେ ହସର ଗଭୀରତା ଆଉ ଦି ଧାର ଅଶ୍ରୁର…

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ ଶିବାନନ୍ଦ ବନଛୋର ତୁମକୁ ଦେଖିଲା ପରେ ଓଲଟ ପାଲଟ ହୋଇଯାଏ ମୋ ଜୀବନର ଗଣିତ ନା ମିଶାଣ, ନା ଫେଡାଣ କିଛି ବି ସଠିକ ହୁଏନି ଜୀବନର ଅଙ୍କକଷାରେ । ତୁମକୁ ଦେଖିଲା ପରେ ଜୀବନର ଫିଜିକ୍ସରେ ଜାଣିପାରେନି ଫରକ ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ । ତୁମକୁ…

ଶୂନ୍ୟତା

ଶୂନ୍ୟତା ଆଶୁତୋଷ ପ୍ରସାଦ ମଲ୍ଲିକ କ'ଣ ହୋଇପାରେ ଏ ଶୂନ୍ୟତାର ପରିଭାଷା? ଗୋଟେ ସ୍କେଚ୍ ନଥିବାପଣର, ଛଳଛଳ କେଇ ପୃଷ୍ଠା ଲୁହର କବିତା, କି ଶୋଷରେ ଡହକୁଥିବା ମାଟିର ଆକୁଳତା? ତୁମେ ଜାଣନା ତୁମକୁ ଛୁଇଁ ଆସିଥିବା ଦମକାଏ ପବନରେ ମୁଁ ପାଦେ ପାଦେ ଦୂରେଇଯାଏ ସମୟଠୁଁ।…

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ…