ତୋ ସହ ଗୋଟେ ରାତି
ତୋ ସହ ଗୋଟେ ରାତି
ସରୋଜିନୀ ଶଙ୍ଖୁଆ
ଏଣିକି ରାତି ଘନେଇ ଆସିଲେ
ତୋ ଘରେ ଆଲୁଅ ଜଳିଲେ
ମୁଁ ହସେ ଫାଳିକିଆ ଜହ୍ନ ହେଇ
ଦୂର ଆକାଶରେ...
ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ
ଇତସ୍ତତଃ ହୋଇ ଘୁରି ବୁଲନ୍ତି
ତୋ ଆଲୁଅର ଅଲୋଡ଼ା ପଣରେ...
ମୋ ଚାରିପଟେ ଘେରି ରହିଥିବା
ଭାବନାର…