ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ
ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ରାଜ୍ୟର ୬ଟି ଲୋକସଭା କ୍ଷେତ୍ରରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି ।
ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ମତଦାନରେ ରାଜଧାନୀ ଭୁବନେଶ୍ବର…