କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର,କହିଲେ ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ
ମୟୂରଭଞ୍ଜ: କରଞ୍ଜିଆ ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର ।ବିଜେଡି ସରକାର ଉପରେ ସିଧା ସଳଖ ପ୍ରହାର କରିଛନ୍ତି ନଡ୍ଡା। କହିଲେ ବିଜେଡି କୁ ଏବେ ଶାସନଭାର ରୁ ଦିଅନ୍ତୁ ଆରାମ। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ କହିଛନ୍ତି । ଓଡ଼ିଶା ପ୍ରଶାସନ ସମ୍ଭାଳିବା ପାଇଁ କଣ ଓଡ଼ିଆ ପୁଅ…