ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁନ୍ତି; ପୀତାମ୍ବର
ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ତାଙ୍କର ବୁଲାବୁଲି’ -‘ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି’
ବିଜେଡିକୁ ବିଜେପି ଭାଙ୍ଗିବା ଚେଷ୍ଟା ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ଏମିତି କିଛି କହି କଡ଼ା…