Latest Odisha News

BREAKING NEWS

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ

କେନ୍ଦୁଝର: ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ହଠାତ୍ ତାଙ୍କ ସ୍ଵାସ୍ଥ୍ୟ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣିଥରେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି…

ବିମାନବନ୍ଦରରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଦୁଇ ଯାତ୍ରୀଙ୍କ ଟ୍ରଲି ବ୍ୟାଗ ସ୍କ୍ରିନିଂ କରୁଥିବାବେଳେ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି।…

ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା, ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ

କଟକ: ଦୋଳମୁଣ୍ଡାଇ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ…

ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବିଭିନ୍ନ…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ…

ଆଜି ନାମାଙ୍କନ ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ବ୍ରହ୍ମପୁର: ବିଜେଡ଼ି ସୁପ୍ରିମୋ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପୂର୍ବରୁ ସେ ପ୍ରଥମେ ମା' ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କାର୍ଯ୍ୟାଳୟରେ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ସହ ଅଫିସ ଭିତରେ କମ୍ପ୍ୟୁଟର, ଟିଭି ଏବଂ ଆସବାପତ୍ର ନଷ୍ଟ କରିଛନ୍ତି। ଅପରାହ୍ନ ପ୍ରାୟ ୫ଟା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ଡେପୁଟି ଡାଇରେକ୍ଟରଙ୍କ…

ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ

ନୂଆଦିଲ୍ଲୀ: ବଦଳିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ । ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ ୧୬ ପରିବର୍ତ୍ତେ ଜୁନ୍ ୧୮ରେ ହେବ । ଏନେଇ ୟୁଜିସି ଚେୟାରମ୍ୟାନ ଏମ୍. ଜଗଦୀଶ କୁମାର 'ଏକ୍ସ' ରେ ସୂଚନା ଦେଇଛନ୍ତି । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି…

ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..

ପ୍ରୟାଗରାଜ:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏବେକାର ଯୁବପିଢ଼ୀ କିଛି ବି କରିବାକୁ ପଛାଉ ନାହାନ୍ତି । ବେଳେବେଳେ ଏହା ସେମାନଙ୍କ ଏବଂ ସମାଜ ପାଇଁ କ୍ଷତିକତ୍କ ହେବ ତାହା ବୁଝନ୍ତି ନାହିଁ । ଏ ଭଳି ଏକ ଘଟଣା ପ୍ରୟାଗରାଜରେ ଘଟିଛି । ସୁମିତ ଦୁବେ ନାମକ ଜଣେ ୟୁଟ୍ୟୁବର ନିଜର ବନ୍ଧୁଙ୍କୁ…

ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର: ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ' ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ଭରିବେ । ସେହିପରି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ହିଞ୍ଜିଳି ଆସନରୁ ନାମାଙ୍କନ ଭରିବେ ନବୀନ । ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି…