ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା
କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା ।
ଖବର ମୁତାବକ,…