Latest Odisha News

BREAKING NEWS

ପ୍ରଚାର ବେଳେ ବିଜେଡି ନେତା ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଲେ

ପୁରୀ: ପୁରୀ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ପ୍ରବଳ ଗରମ ଏବଂ ଆର୍ଦ୍ରତା ତାଙ୍କ ହଠାତ୍ ଅସୁସ୍ଥତାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ…

ବାକି ରହିଲା ଏହି ସବୁ ବିଧାନସଭା ଆସନ, ଏଯାବତ ୩୪ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟରେ ଛଅ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ଏବେ ବି ୧୪୭ ବିଧାନସଭା ଆସନରୁ ଭୋଗରାଇ, ନୀଳଗିରି, କୋରାଇ, ଖଣ୍ଡପଡ଼ା, ବେଗୁନିଆ ଓ ଖୋର୍ଦ୍ଧା ବିଧାୟକଙ୍କ ନାମ ଘୋଷଣା କରିନାହିଁ। ତେବେ ଏଯାବତ ଦଳ ୩୪ ମହିଳାଙ୍କୁ ଚଳିତ ବିଧାନସଭାରେ…

ଆରମ୍ଭ ହୋଇଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା, ଲୋକାରଣ୍ୟ ଗୋପାଳପ୍ରସାଦ

ତାଳଚେର: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ନାଁ ଥାଏ ପୂଜକର ମନ୍ତ୍ର ଧ୍ବନି ନା କୈଣସି ପ୍ରତିବନ୍ଧକ । ଏହି ପୀଠ ସହ ସିଧାସଳଖ ରହିଛି ଶ୍ରୀକ୍ଷେତ୍ରର ସମ୍ପର୍କ । ବିଶ୍ବାସ ରହିଛି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ…

ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ବଡ଼ ଝଟକା, ୨୦୧୬ ମସିହାରେ ଶିକ୍ଷକ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରିକୁ ରଦ୍ଧ…

କୋଲକାତା:କଲିକତା ହାଇକୋର୍ଟ ଆଣିଲା ବଡ ନିଷ୍ପତ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି । ୨୩ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ହାଇକୋର୍ଟର ଏହି ନିଷ୍ପତ୍ତି ପରେ  ପଶ୍ଚିମବଙ୍ଗର…

‘ଇଲ୍ୟୁମିନିଟି’ କଣ ? ଯାହା ସାରା ବିଶ୍ୱକୁ ନିୟନ୍ତ୍ରଣ କରିଛି !

ନୂଆଦିଲ୍ଲୀ: 'ଇଲ୍ୟୁମିନିଟି' ଶବ୍ଦଟି ନିଜ ଭିତରେ ଅନେକ କାହାଣୀ ଧାରଣ କରେ। ଏହାର କାରଣ ହେଉଛି ଯେତେବେଳେ କିଛି ନିର୍ମାତା ସୋସିଆଲ ମିଡିଆରେ ଏହା ବିଷୟରେ ଆଲୋଚନା କରିଥିଲେ, ଲୋକମାନେ ଗୁଗୁଲକୁ ଯାଇ ଏହା ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଏହାର ବିଷୟରେ ସଠିକ୍ ତଥ୍ୟ…

ମୟୂରଭଞ୍ଜ ଡିଏମଏଫ ପାଣ୍ଠିରୁ ୯ କୋଟିରୁ ଅଧିକ ଟଙ୍କା ହଡ଼ପ; ଥାନାରେ ଅଭିଯୋଗ କଲା ବ୍ୟାଙ୍କ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଦ୍ୱାରା ପରିଚାଳିତ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ) ପାଣ୍ଠିରୁ ମୋଟ ୯ କୋଟିରୁ ଅଧିକ ଟଙ୍କାର ଅନଧିକୃତ କାରବାର ହୋଇଥିବା ଅଭିଯୋଗ ହୋଇଛି। ପର୍ଯ୍ୟାୟକ୍ରମେ ବିଭିନ୍ନ କମ୍ପାନିର ଆକାଉଣ୍ଟକୁ ଏହି ପାଣ୍ଠି ଟ୍ରାନ୍ସଫର…

ପାଞ୍ଚ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ ଏହି ନେତାମାନଙ୍କୁ

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଘୋଷଣା ହୋଇଥିବା ଛଅ ବିଧାନସଭା ଆସନରୁ  ବରୀ ବିଧାୟକ ସୁନନ୍ଦା ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବାଲିକୁଦା ଏରସମାରୁ ରଘୁ ନନ୍ଦନ ଦାସ ଏବଂ ରାଘନାଥପାଲିରୁ ସୁବ୍ରତ ତରାଇଙ୍କ ଟିକେଟ୍ କଟିଛି।…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ। ବିଦ୍ୟାଳୟର…

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…