ପୁଣି ବଢିଲା ଆଧାର କାର୍ଡ ଅପଡେଟ୍ ସମୟସୀମା, ଜାଣନ୍ତୁ କିପରି କରିବେ ଅପଡେଟ୍
ଭୁବନେଶ୍ୱର: ବୃଦ୍ଧି ପାଇଲା ଆଧାରକାର୍ଡର ଅପଡେଟ୍ ପାଇଁ ସମୟସୀମା । ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍ କରିପାରିବେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟ ସୀମାକୁ…