Latest Odisha News

BREAKING NEWS

ଗୁଣୁପୁର ବିଧାନସଭା ନିର୍ବାଚନ: ଚାରି ପ୍ରମୁଖ ଦଳ ଭିତରେ ହେବ ଯୋରଦାର ଲଢେ଼ଇ

ରାୟଗଡା: ଆଗକୁ ସାଧାରଣ ନିର୍ବାଚନ । ନେତାମାନଙ୍କର ଦଳ ଡିଆଁ ପର୍ବ ସାଙ୍ଗକୁ ପ୍ରାର୍ଥୀ ଘୋଷଣା ପୁରା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏହାରି ଭିତରେ ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଗୁଣୁପୁର ନିର୍ବାଚନ କ୍ଷେତ୍ରରେ…

ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର

ଭୁବନେଶ୍ଵର: ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢିଥିଲେ ଭୃଗୁ । ଦୀର୍ଘ ୨୩ ବର୍ଷ ଧରି ଦଳର ଉନ୍ନତି ପାଇଁ ପ୍ରୟାସ ଜାରି…

ରାଜ୍ୟସଭାରୁ ଅବସରନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମଙ୍ଗଳବାର ଓ ବୁଧବାର ଅର୍ଥାତ୍ ଆଜି କୁ ମିଶାଇ ମନମୋହନ ସିଂ ଙ୍କ ସମେତ ମୋଟ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା…

କବିତା : ଟିକେ ଶୁଣ

ଚନ୍ଦ୍ରା ମିଶ୍ର  ଶୁଣ, ସକାଳ ହେବାକୁ ଆଉ ଜମା ଅଧ ଘଣ୍ଟlଏ ବାକି ସେତିକି ମୋର ଅପେକ୍ଷା ଏଠି ତୁମଠାରୁ ଛାୟାଚିତ୍ରଟିଏ ପହଞ୍ଚି ଯିବ ମୋ ଫୋନରେ ? ମୋ ମନକୁ ଥରେ ବୁଝିବାକୁ ଚେଷ୍ଟା କର ଅଳ୍ପ ଧାଡ଼ିଏ କଥା କୁହ ମତେ ? ବସନ୍ତର ଅମାନିଆ ପଵନ ମୋର ସରି ଯାଉଥିବା ବୟସ ରାତିରେ…

ବାରଣାସେୟ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାରଣାସୀ : ବାରଣାସେୟ ଉତ୍କଳ ସମାଜ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ସଂସ୍ଥାନରେ ଥିବା ସେମିନାର ହଲରେ ଉତ୍କଳ ଦିବସ ଧୂମଧାମରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରଣାସୀ ଲୋକୋମୋଟିଭ ୱାର୍କ (ବି.ଏଲ.ଡବ୍ଲ) ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା…

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ମିଳିବ ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାସହିତ ନିଜ ହେଡକ୍ୱାର୍ଟର ଠାରୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ…

ଏପ୍ରିଲ ଫୁଲରେ ପ୍ରାଙ୍କ କରୁ କରୁ ଉଡ଼ିଗଲା ପ୍ରାଣବାୟୁ, ଝୁରୁଛନ୍ତି ସହପାଠୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ଏପ୍ରିଲ ଫୁଲ ଡେ'ରେ ଜଣେ ଏକାଦଶ ଶ୍ରେଣୀ ଛାତ୍ର ନିଜ ସାଙ୍ଗକୁ ପ୍ରଶଂସା କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସୋମବାର ଏପ୍ରିଲ ଫୁଲ ଦିବସରେ ସାଙ୍ଗମାନଙ୍କ ପାଇଁ ମଜାକ କରିବା ପାଇଁ ଛାତ୍ର ଜଣକ ତାଙ୍କ ବନ୍ଧୁଙ୍କ ସହ ଭିଡିଓ ଚାଟ୍ ସମୟରେ ଷ୍ଟୁଲ୍ ଉପରେ…

ଟି୨୦ ବିଶ୍ୱକପ ଖେଳିବେନି ବେନ ଷ୍ଟୋକ୍ସ

ଲଣ୍ଡନ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା ଲାଗିଛି । ବେନ ଷ୍ଟୋକ୍ସ ଏହି ବିଶ୍ୱକପ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି ତଥା ଟେଷ୍ଟ ଟିମର ଅଧିନାୟକ ଫିଟନେସ ବଜାୟ ରଖିବା ପାଇଁ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।…

ପ୍ରବଳ ଗରମ: ୭ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କଲା

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେବା ପରେ ମଙ୍ଗଳବାର ରାଜ୍ୟର ୭ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ପାଣିପାଗ ବୁଲେଟିନରେ…

୨୦୧୯ ଦିନିକିଆ ବିଶ୍ୱକପ: ଅମ୍ପାୟରଙ୍କ ଭୁଲ ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ହୋଇଥିଲା ଚାମ୍ପିୟନ !

ଲର୍ଡସ: ଆଇସିସି ଏଲିଟ ପ୍ୟାନେଲରୁ ନିକଟରୁ ଅବସର ଘୋଷଣା କରିଥିବା ଅମ୍ପାୟର ମାରାଇସ ଇରାସମସ ୨୦୧୯ ଦିନିକିଆ ବିଶ୍ୱକପକୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଫାଇନାଲରେ ମୁଁ ବଡ ଭୁଲ କରିବା ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହି ବିବାଦୀୟ ଫାଇନାଲ ଟାଇ ରହିବା…