ଅଜା ହେବାକୁ ଯାଉଛନ୍ତି କି ସୁନୀଲ ସେଟ୍ଟୀ
ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଡ୍ୟାନ୍ସ ଦିୱାନେ ୪ ଶୋରେ ଏହି କଥା ପରୋକ୍ଷରେ ସୂଚନା ଦେଇଛନ୍ତି । ଭାରତୀ ସିଂ ଯେତେବେଳେ ତାଙ୍କୁ କହିଲେ ଆପଣ ଅଜା ହେବାକୁ ହେଲେ ଲୁକରେ ବହୁତ କିଛି ପରିବର୍ତନ କରିବାକୁ ପଡିବ । କାରଣ ଆପଣ କୌଣସି…