Latest Odisha News

BREAKING NEWS

ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା; ୪ ଆହତ, ନିଶାସକ୍ତ ଅବସ୍ଥାରେ ଗାଡିଚଳାଉଥିଲେ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା । ଗୋଟିଏ କିଲୋମିଟର ଯାଏଁ ଦୁର୍ଘଟଣା ଘଟାଇ ଚାଲିଲା ସ୍କର୍ପିଓ । ପ୍ରଥମେ ସ୍କର୍ପିଓଟି ଗୋଟିଏ କାରକୁ ଧକ୍କା ଦେଇଥିବା ବେଳେ କାରଟି ରାସ୍ତା କଡକୁ ଓଲଟି ପଡିଥିଲା । ପରେ ୩ଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଶେଷରେ ଟ୍ରକ୍…

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି…

ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି…

କବିତା : ରଙ୍ଗଖେଳ

ଗଦାଧର ସାହୁ ଆସ ଗୋ ।। ସାଙ୍ଗ ଆସ ଗୋ ଆସ ରଙ୍ଗ ଖେଳିବା ।। ନାନା ରଙ୍ଗ ଆସ ମିଶି କିଣିବା ରଙ୍ଗର ପସରା ଧରି ଖେଳିବା ଯେତେଯେତେ ରଙ୍ଗ ଦାଣ୍ଡୁ କିଣିବା ପିଣ୍ଡେ ସେହି ରଙ୍ଗ ଆସ ଦେଖିବା |୧| ରାଗି ଗଲେ ମୁହଁ ନାଲି ପଡଇ ଏହା ନାଲି ରଙ୍ଗ ଚିହ୍ନିଥା ତୁହି, ଯଦି ଦରକାର ମନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଏବଂ ପରମ ପାବନ କ୍ଷେତ୍ର। ଏହା ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର। ଏହି କ୍ଷେତ୍ରର ଅନନ୍ୟ ମାହାତ୍ମ୍ୟ ଏହିକିଯେ ଏଠାରେ ମୃତ୍ୟୁ…

ତେଲେଙ୍ଗାନା ଫୋନ୍ ଟ୍ୟାପିଂ ବିବାଦ: ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ନମ୍ବର ୧ ଅଭିଯୁକ୍ତ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଦେଖାଦେଇଛି । ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କ ନାଁରେ ଫୋନ୍ ଟାପିଂ ନେଇ ସଙ୍ଗୀନ ଅଭିଯୋଗ ରହିଛି । ବିଆରଏସ୍ ସରକାର ସମୟରେ ରାଓଙ୍କ ନିର୍ଦ୍ଦେଶରେ…

କାହିଁକି ବ୍ରହ୍ମପୁରରୁ ପ୍ରଦୀପଙ୍କୁ ଟିକେଟ୍ ?

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେପିର ବଡ ବେଟ୍ । ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ପଛରେ କଣ ରଣନୀତି ? ବ୍ରହ୍ମପୁରରେ ପଦ୍ମ ଫୁଟାଇବ କି ବିଜେପିର ଗୋଟି ? ବିଜେଡିର ଅଭେଦ୍ୟ ଦୁର୍ଗରେ ପ୍ରଦୀପ ଉଡାଇବେ କି ବିଜୟ ବାନା ? ଚବିଶରେ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ହେବେ କି ବଡ ଚ୍ୟାଲେଞ୍ଜ ?…

ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚରେ କୋହଲିଙ୍କ ରେକର୍ଡ

ବାଙ୍ଗାଲୋର: ବିରାଟ କୋହଲି ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨ଟି କ୍ୟାଚ ନେଇଛନ୍ତି । ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ମହାନ ଖେଳାଳି ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ନେବାରେ ରେକର୍ଡ କରିଛନ୍ତି । କୋହଲି ଓଭରାଲ ୧୭୪ କ୍ୟାଚ ନେଇ ଶୀର୍ଷରେ…

୨୦୦ ଲିଟର ବେଆଇନ ଦେଶୀ ମଦ ଜବତ, ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଲିସ ପ୍ରାୟ ୨୦୦ ଲିଟର ଦେଶୀ ମଦ ଜବତ କରିବା ସହ ଗଣପତି ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦେଶୀ ମଦ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂଚନା ଆଧାରରେ ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍ ଏକ ଅଜ୍ଞାତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଟିମ୍ ୨୦୦…

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇ…