ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ କରେ ଏହି ମାଛ, ବାହାରୁ ସ୍ପଷ୍ଟ ଦେଖାଯାଏ ଶରୀରର ଅଙ୍ଗପ୍ରତ୍ୟଙ୍ଗ
ନୂଆଦିଲ୍ଲୀ: ମିଳିଲା ଦୁନିଆର ସବୁଠାରୁ ଛୋଟ ମାଛ । ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ ବାହାର କରୁଥିବା ଏହି ଛୋଟ ମାଛ ଦୁନିଆର ସବୁଠାରୁ ଛୋଟ ମାଛ ମଧ୍ୟରୁ ଗୋଟିଏ । ଏହାକୁ ବାହାର କରିବାକୁ ବୈଜ୍ଞାନିକମାନଙ୍କୁ ଅନେକ ଅନୁସନ୍ଧାନ କରିବାକୁ ପଡିଛି । ଶେଷରେ ବୈଜ୍ଞାନିକଙ୍କ ଅନୁସନ୍ଧାନ ସଫଳ…