୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ
ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି…