ଓଡ଼ିଶାର କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟ ଶିଳ୍ପୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର
ଭୁବନେଶ୍ୱର: ୨୦୨୪ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଜଣେ କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟଶିଳ୍ପୀ। ଗୁରୁବାର ରାତିରେ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ୨୦୨୪ ପାଇଁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କୁ ଘୋଷଣା କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ…