Latest Odisha News

BREAKING NEWS

ଆଶ୍ଚର୍ଯ୍ୟ: ଶବ ନାହିଁ, ହେଲେ ରୀତିନୀତି ଅନୁଯାଇ ହେଲା ଶବଦାହ

ଭଦ୍ରକ: ୬ ଖଣ୍ଡ ବାଉଁଶରେ ବନ୍ଧା ହୋଇଛି କୋକେଇ । ବନ୍ଧୁ ବାନ୍ଧବ ସହିତ ସାହି ପଡିଶା ମଧ୍ୟ ଘର ସାମ୍ନାରେ ରୁଣ୍ଡ ହୋଇଛନ୍ତି । କୋକେଇ ଉପରେ ବନ୍ଦା ହୋଇଛି ପାଳ ଦଉଡି । ନାତି, ନାତୁଣୀ ମାନେ ଘିଅ ସଳିତା ଧରି ଜଳେଇବା ସହ ଶବକୁ ୪ କାନ୍ଦ ଦେଇ ଖଇ କଉଡ଼ି ପକେଇ ‘ରାମ ନାମ ସତ୍ୟ ହେ, ହରି ନାମ…

୭୫ତମ ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଦେଶର କୋଣ ଅନୁକୋଣରେ ଫର୍ ଫର୍ ହୋଇ ଉଡୁଛି ତ୍ରୀରଙ୍ଗା ପତାକା । ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍‌ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ଏହି ସ୍ବତନ୍ତ୍ର ଅବସରରେ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି…

ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର/ନୂଆପଡା : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଦେଶ ତଥା ରାଜ୍ୟର କୋଣ ଅନୁକୋଣ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ଜଗତସିଂହପୁର ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ  ହୋଇଯାଇଛି…

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

୭୫ତମ ସାଧାରଣତନ୍ତ୍ର ଦିବସ: ସୁବର୍ଣ୍ଣପୁରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଉଷା ଦେବୀ

ସୋନପୁର: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଦେଶର କୋଣ ଅନୁକୋଣରେ ଉଡୁଛି ଜାତୀୟ ଧ୍ଵଜା । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ ଠାରେ ୭୫…

ତୀର୍ଥରାଜ ମହୋଦଧିଙ୍କ ସଂଧ୍ୟା ଆଳତୀର ୧୮ ତମ ବାର୍ଷିକ ମହୋତ୍ସବ, ଆଳତୀ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଛି ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୧୮ ତମ ମହୋଦଧି ଆଳତୀ । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆଗେଇ ଚାଲିଛି । ମହୋଦଧି ଆଳତୀକୁ ଅନୁସରଣ କରି ନଦୀ ଓ ସମୁଦ୍ରର…

’12th Fail’ ସିନେମାର ମୂଳ ହିରୋ ଆଇପିଏସ୍ ଅଫିସର ମନୋଜ ଶର୍ମାଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଫେଲ୍' ବା 12th Fail ଫିଲ୍ମର କାହାଣୀ ଯେଉଁ ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମାଙ୍କ କାହାଣୀକୁ ନେଇ ଗତିଶୀଳ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜାନୁଆରି ୨୫ ତାରିଖ ସନ୍ଧ୍ୟାରେ ଅର୍ଥାତ ୭୫ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯେଉଁ ୩୭ ଜଣ…

ଭାରତ ବାହାରେ ପ୍ରଭୁ ରାମଙ୍କ ମହିମା, ଦେଶର ମୁଦ୍ରାର ନାମ ରାମ୍

ଭୁବନେଶ୍ୱର: ଏବେ ସୋଶାଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ । ରାମଲାଲା ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ବିରାଜିଛନ୍ତି ତାଙ୍କ ସ୍ଥାନକୁ। ଏହାକୁ ନେଇ ଅଯୋଧ୍ୟାରୁ ଆମେରିକା ସବୁଠି ରାମଲାଲାଙ୍କ ମହିମାକୁ ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏହି ପ୍ରସଙ୍ଗ କେବଳ ଭାରତରେ…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…

ଓଡ଼ିଶାର କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟ ଶିଳ୍ପୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ୨୦୨୪ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଜଣେ କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟଶିଳ୍ପୀ। ଗୁରୁବାର ରାତିରେ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ୨୦୨୪ ପାଇଁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କୁ ଘୋଷଣା କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ…