ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା,୧୧ ଦିନ ଯାଏଁ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବନି…
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ପ୍ରସ୍ତୁତି ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୧ ଦିନ ଯାଏଁ ଜାତୀୟ ରାଜଧାନୀର ଆକାଶପଥରେ ପ୍ରତିବନ୍ଧକ ବଳବତ୍ତର ରହିବ । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ କିନ୍ତୁ…