ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ: ଦିଲ୍ଲୀ…
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ବୈବାହିକ ସମ୍ପର୍କ କୁ ନେଇ ଏକ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ଅପମାନିତ କରିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ ଅଟେ । କୋର୍ଟ କହିଛନ୍ତି ଯେ, ଏଭଳି କାର୍ଯ୍ୟ…