ଶୋଇଥିବାବେଳେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ! ତଦନ୍ତ ଜାରି
ଅନୁଗୁଳ: ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଲେଡିଜ ହଷ୍ଟେଲରେ ଅଭାବନୀୟ କାଣ୍ଡ । ଜଣେ ଛାତ୍ରୀଙ୍କ ତଣ୍ଟି ତାଙ୍କ ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି…