୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି : ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ
ମୁମ୍ବାଇ : ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ତଥା ଟିମ୍ ଇଣ୍ଡିଆର ସବୁଠୁ ଦମଦାର ଖେଳାଳୀଙ୍କ ର ଆଜି ଜନ୍ମଦିନ । ହଁ ଆଜ୍ଞା ଆମେ କହୁଛୁ ବିରାଟ କୋହଲିଙ୍କ କଥା । ଆଜି ୩୫ ବର୍ଷରେ ପାଦ ଥାପିଲେ ବିରାଟ । ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮…