ଶେଷ ହେବ ନଓ୍ବାଜ ସରିଫଙ୍କ ବନବାସ, ଫେରିବେ ସ୍ବଦେଶ
ଇସଲାମବାଦ: ନିଜ ଦେଶକୁ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେ ଆସନ୍ତା ଶନିବାର ପାକିସ୍ତାନ ଫେରିପାରନ୍ତି । ପାକିସ୍ତାନର ଏକ କୋର୍ଟ ଆଜି ଆଭେନଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରିଛନ୍ତି। ଗତ ୪ ବର୍ଷ ଧରି…