ଯବାନ ପୋଷାକରେ ଶେଷ ବିଦାୟ ଦେଲା କୁନିପୁଅ, କହିଲା ‘ବାପା..ତୁମ ବାହାଦୁରୀକୁ ସଲାମ…’
ନୂଆଦିଲ୍ଲୀ: ବୀର ଯବାନ ଅମର ରହେ…ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ପରିବାର ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦରେ ଥରି ଯାଉଥିଲା ହୃଦୟ । ଏ ଭିଡ ଭିତରେ କୁନି ପୁଅ ଦେଖୁଥିଲା ବାପାଙ୍କୁ । ଭାବୁଥିଲା ବାପା ତାର କେଡେ ସାହାସୀ । କୁନି କୁନି ହାତରେ ସେନା ପୋଷାକ ପିନ୍ଧି…