ଦେଶରେ ପର୍ଯ୍ୟାପ୍ତ ଚିନି ଅଛି ତେଣୁ ଦର ବଢିବନି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ
ନୂଆଦିଲ୍ଲୀ: ପୂରା ଦେଶ ପାଇଁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ ଅଛି । ବର୍ତ୍ତମାନ ଚିନି ସିଜିନ୍ (ଅକ୍ଟୋବର-ସେପ୍ଟେମ୍ବର) ୨୨୨-୨୩ ସେପ୍ଟେମ୍ବର ୩୦, ୨୦୨୩ରେ ଶେଷ ହେଉଛି । ଭାରତ ଏହା ପୂର୍ବରୁ ୩୩୦ ଏଲଏମଟି ଚିନି ଉତ୍ପାଦନ ପାର କରିସାରିଛି । ଏଥିରେ ଏଥେନାଲ ଉତ୍ପାଦନ…