Latest Odisha News

BREAKING NEWS

‘ଏବେ ୱାନ ନେସନ ୱାନ ଇଲେକ୍ସନ, ଆଗକୁ ୱାନ ନେସନ ୱାନ ପାର୍ଟି’

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଓ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଏହାକୁ ନେଇ ନାନା ପ୍ରକାର ତର୍ଜମା କରୁଥିବା ଦେଖିବାକୁ ମିଳିଛି। ସେପଟେ ବିରୋଧୀ ଦଳର ନେତାମାନେ ଏ…

୨୦୮୦ ସୁଦ୍ଧା ଭାରତର ଭୂତଳ ଜଳର ପରିମାଣ ୩ଗୁଣା କମିଯିବ : ଷ୍ଟଡି

ନୂଆଦିଲ୍ଲୀ: ଆଗକୁ ଭାରତ ପାଇଁ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ୨୦୮୦ ସୁଦ୍ଧା ଏହାର ମାତ୍ରା ୩ଗୁଣା କମିଯିବ । ଯାହା ଦେଶର ଖାଦ୍ୟ ଓ ଜଳ ସୁରକ୍ଷା ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ…

ଏଥର ବାଙ୍କୀରେ ପୁଣିଥରେ ଦେବୀ!

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କଲେଣି। ବିଭିନ୍ନ ଦଳର ବହୁ ଆଶାୟୀ ଥିଲେ ମଧ୍ୟ ପ୍ରମୁଖ ପ୍ରାର୍ଥୀମାନେ ଟିକେଟ ପାଇବା ସମ୍ଭାବନା ଅଧିକ। ସେଥିପାଇଁ ସେମାନେ ବିଭିନ୍ନ ମାଧ୍ୟମରେ ମାହୋଲ ତିଆରି…

୯ ବର୍ଷର ଶିଶୁକୁ ହେଇଛି ଅଦ୍ଭୁତ ରୋଗ: ଯନ୍ତ୍ରଣା, ଥଣ୍ଡା, ଗରମ କିଛି ଅନୂଭୂତ ହେଉ ନାହିଁ

ଆଗ୍ରା: ୯ ବର୍ଷର ଏକ ଶିଶୁକୁ ହେଉଛି ଅଦ୍ଭୁତ ରୋଗ । ଏହାର ଲକ୍ଷଣ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଶରୀରରେ ଯଦି କୌଣସି ଆଘାତ ହେଉଛି ଏହି ଶିଶୁକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉ ନାହିଁ । ସେହିପରି ସେ ଥଣ୍ଡା କିମ୍ବା ଗରମ କଣ ଜାଣିପାରୁ ନାହିଁ । ଏମଆରଆଇ…

ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି

ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ  ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ  ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ । ଆଦିତ୍ୟ ଏଲ ୧ର…

ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ

ନୂଆଦିଲ୍ଲୀ: ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଉଦୟ । ତେବେ ଗତକାଲି ସେ ତାଙ୍କର ଉସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ…

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…

ଭୁବନେଶ୍ୱରରେ ଭାରତ-କାତାର ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ, ଏଏଫସି ଏସିଆନ କପର କ୍ୟାଲିଫାୟର୍ସ ଖେଳାଯିବ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଓ ଇଂଟରକଂଟିନେଟାଂଲ ମ୍ୟାଚ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହେବା ପରେ ଆଗକୁ ପ୍ରଶଂସକମାନେ ଆହୁରି ରୋମାଂଚକ ମୁକାବିଲା ଦେଖିବାକୁ ପାଇବେ । ଏଆଇଏଫଏଫ ଶନିବାର ଘୋଷଣା କରିଛି ଯେ, ଫୁଟବଲ ଆସୋସିଏଶନ ଅଫ ଓଡିଶା ବହୁ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ହୀରାକୁଦ ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ ଜମି ପଟ୍ଟା

ଭୁବନେଶ୍ୱର:  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ ତୁରନ୍ତ କରାଯିବ  ଏବଂ  ଲୋକଙ୍କୁ ପଟ୍ଟା ଦିଆଯିବ ବୋଲି  ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଜମିପଟ୍ଟା ଦେବେ  । ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ ହେବ…