ଗୁରୁତର ରୋଗରେ ପୀଡିତ ବାଇଡେନ; ରାତିରେ ଶୋଇ ପାରୁ ନ ଥିବାରୁ ନେଉଛନ୍ତି ମେସିନର ସାହାଯ୍ୟ
ନୂଆଦିଲ୍ଲୀ:ବିଶ୍ୱର ଶକ୍ତିଶାଳୀ ଦେଶର ନେତା ଗୁରୁତର ରୋଗରେ ଆକ୍ରାନ୍ତ । ସେ ରାତିରେ ଠିକ ଭାବେ ଶୋଇ ପାରନ୍ତି ନାହିଁ । ଶୋଇବା ପାଇଁ ସେ କଣ୍ଟିନିଉଅସ ଏୟାରୱେ ପ୍ରେସର ମେସିନ ବା CAPAର ସାହାଯ୍ୟ ନେଇଥାନ୍ତି । ହଁ, ଆମେ କହୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଥା ।…