ସୁନାବେଶରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ, କେଉଁଠି କେଉଁ ଗାଡି ପାର୍କିଂ କରିବେ
ପୁରୀ: ସୁନାବେଶ ଦେଖିବାକୁ କେଉଁ ରୁଟରେ ଆସିବେ ପୁରୀ ? କେଉଁ ଗାଡ଼ି କେଉଁଠି କରିବେ ପାର୍କିଂ ? ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଅମିତାଭ ଠାକୁର । ଆଜି ସୁନାବେଶ । ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ଦେଖି ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ…