ଯୁକ୍ତ ୩ ନାମଲେଖା: ଅନଲାଇନ୍ ଫର୍ମପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ତିନି ଅନଲାଇନ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ । ଛାତ୍ରଛାତ୍ରୀ ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ ।
ଜୁଲାଇ ୧୪ରେ ପ୍ରକାଶ ପାଇବ…