Latest Odisha News

BREAKING NEWS

ମଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ ଆଣିଲେ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତିନି ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳୀୟ ଟିକେଟ ଆଣିଛନ୍ତି । ଆଜି ଦୀପାଳି…

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ! ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ବିହାରରେ ପୁଣି ଦେଖାଦେଇଛି ବିଷାକ୍ତ ମଦମୃତ୍ୟୁ ମାମଲା । ମଦ ନିଷିଦ୍ଧ ଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ଆଗକୁ ଆସିବା ପରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର ମୋତିହାରୀର ଏହି ଅଭବାବନୀୟ ଘଟଣା ଘଟିଥିବାବେଳେ ଅନ୍ୟ ୨୫ ଜଣ…

ପୁଟିନଙ୍କ ବିଶ୍ୱସ୍ତ ଅଧିକାରୀମାନେ ହିଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି: ଆମେରିକା ଲିକ ଦସ୍ତାବିଜରୁ ମିଳିଲା…

ନୂଆଦିଲ୍ଲୀ:ଆମେରିକାର ଗୁପ୍ତ ଦସ୍ତାବିଜ ଲିକ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି ଏକ ସିକ୍ରେଟ ପୁଟିନଙ୍କୁ ନେଇଆସିଛି । ଏହି ତଥ୍ୟରୁ ଜଣାଯାଇଛି, ରୁଷ ରାଷ୍ଟ୍ରପତିଙ୍କର ନିକଟତର ଲୋକମାନେ ତାଙ୍କୁ ଧୋକା ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।…

ନଦୀ ଗର୍ଭକୁ ଖସି ପଡିଲା ଟ୍ରାକ୍ଟର ଡାଲା; ୧୩ ମୃତ

ଶାହାଜହାଁପୁର: ଉତ୍ତର ପ୍ରଦେଶରେ ଏ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଶାହଜହାଁପୁର ଅଞ୍ଚଳରେ ଘଟିଛି । ବ୍ରିଜ ଉପରେ ଯାଉଥିବାବେଳେ ଏକ ଟ୍ରକ୍ଟରର ଟ୍ରଲି ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଛି ।  ଏହି ଟ୍ରାକ୍ଟର ଟ୍ରଲିରେ ବସି ଲୋକମାନେ ଏକ ଧାର୍ମିକ କାର୍ଯ୍ୟରେ…

ଆସନ୍ତାକାଲିଠୁ ତାତିରୁ ମିଳିପାରେ ମୁକ୍ତି; ଏହି ସବୁ ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୁଣ୍ଡଫଟା ଖରା । ଅସହ୍ୟ ତାତି । ଛଟପଟ ହେଉଛି ସାରା ରାଜ୍ୟ । ଶନିବାର ସକାଳ ସାଢେ ୧୧.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ଥିଲା । ଅନ୍ୟପକ୍ଷେ ଏହି ସମୟ ସୁଦ୍ଧା ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ର ୩୯.୨ ଡିଗ୍ରୀ ଥିଲା । ମଧ୍ୟାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା…

ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ

ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି  । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ…

କେନ୍ଦ୍ରକୁ କେଜ୍ରିୱାଲଙ୍କ ଟାର୍ଗେଟ୍ ! କହିଲେ ସିବିଆଇ ଓ ଇଡିର ଦୁରୁପଯାେଗ କରୁଛି କେନ୍ଦ୍ର

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ଆମ ଆଦମୀ ପାର୍ଟିର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦେଉଛି।…

ଘରେ ପଶି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେପି ନେତା ସୁରେନ୍ଦ୍ର ମତିଆଲାଙ୍କୁ ଗୁଳି କରି ହତ୍ୟା । ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରେ ବସିଥିବାବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ପୋଲିସର କହିବା ଅନୁଯାୟୀ,…

ଏଣିକି ସିଏପିଏଫ କନଷ୍ଟେବଲ୍ ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ:CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଯୁବକଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମାତୃଭାଷାରେ ପରୀକ୍ଷା ଦେଇ ପାରିବେ । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏଣିକି ପ୍ରଶ୍ନପତ୍ର ଓଡ଼ିଆରେ ଆସିବ । ଏମିତି ନିଷ୍ପତ୍ତି…

ସମ୍ବଲପୁର ହିଂସାରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ : ପୋଲିସ ଡିଜି

ସମ୍ବଲପୁର : ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁର ସହରରେ ଦେଖା ଦେଇଥିବା ଉତ୍ତେଜନା ଏବେବି ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଅର୍ଥାତ ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ…