Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାରେ ବର୍ଷା: ସତର୍କ ସୂଚନା ଜାରି କଲା ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା  । ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା…

ଶୀଘ୍ର କିଣି ନିଅନ୍ତୁ ମାରୁତି କାର: ଏପ୍ରିଲରୁ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ:କାର କିଣିବାର ଯୋଜନା ରଖିଛନ୍ତି କି ? ପୁଣି ମାରୁତି କାର ? ଯଦି ମାରୁତି ଗାଡି କିଣିବାର ପ୍ଲାନ ଅଛି ତେବେ ଶିଘ୍ର କିଣି ନିଅନ୍ତୁ । କାରଣ ଖୁବଶୀଘ୍ର ବଢିବାୁ ଯାଉଛି ମାରୁତି କାରର ମୂଲ୍ୟ । ମାରୁତି କାରର ମୂଲ୍ୟ ଏପ୍ରିଲରୁ ବଢିଯିବାର ସମ୍ଭାବନା ରହିଛି । ଏକଥା ମାରୁତି ସୁଜୁକି…

ସାଲାଡରେ ଲୁଣ ପକାଉଛନ୍ତି କି? ଶରୀର ଉପରେ ପଡିପାରେ ଏସବୁ ପ୍ରଭାବ

ଆପଣ ସାଲାଡରେ ଲେମ୍ବୁ ସହିତ ଲୁଣ ମିଶାଇ ଖାଉଛନ୍ତି କି? ଯଦି ହଁ, ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ । କାରଣ ସାଲାଡରେ ଲୁଣ ମିଶାଇଲେ ଯଦିଓ ସ୍ୱାଦ ବଢିଯାଏ, କିନ୍ତୁ ବାସ୍ତବରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ସାଲାଡରେ ଧଳା ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର…

ଏହି ପ୍ରସଙ୍ଗରେ ବିସିସିଆଇକୁ ଘେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ତେବେ ଏହାକୁ ନେଇ ବିସିସିଆଇକୁ ପରୋକ୍ଷ ଢଙ୍ଗରେ…

ଆଉ ମାତ୍ର ୨୭ ବର୍ଷ ପରେ ଶୁଖିଯିବ ଭାରତର ଏଇସବୁ ବଡ ବଡ ନଦୀ

ନୂଆଦିଲ୍ଲୀ:ଖୁବଶୀଘ୍ର ଶୁଖିଯିବ ଦେଶର ବଡ ବଡ ନଦୀ  । ବିଶେଷ କରି ଭାରତ, ଚୀନ ଏବଂ ପାକିସ୍ତାନର ବଡବଡ ନଦୀରୁ ପାଣି ଶୁଖିଯିବ ।  ୧୭୦ରୁ ୨୪୦ କୋଟି ସହରୀ ଲୋକ ପାଣି ପାଇଁ ଛଟପଟ ହେବେ । ଦେଶର ବଡ ନଦୀ ଯଥା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବ । ଆଉ ମାତ୍ର…

ICC ଦିନିକିଆ କ୍ରିକେଟ୍‌ ରାଙ୍କିଂରେ ପଛରେ ପଡ଼ିଲା ଭାରତ; ଅଷ୍ଟ୍ରେଲିଆ ନମ୍ବର ୱାନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିଯାଇଛି ଭାରତ। ଲଗାତର ବ୍ୟାଟରଙ୍କର ବିଫଳତା, ଆହତ ଯୋଗୁ ଦଳରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଭାରତ ସିରିସଜ୍ ହାରିବା ସହ ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟ୍‌ରେ ନମ୍ବର ୱାନ୍ ସ୍ଥାନ ହରାଇଛି। ଭାରତକୁ ପଛରେ ପକାଇ ପୁଣିଥରେ…

ମନପସନ୍ଦର ନମ୍ବର ପାଇଁ ଖର୍ଚ୍ଚ କଲେ ଏତିକି ଟଙ୍କା, ଆସିଯାଇଥାନ୍ତା ନୂଆ କାର

ଚଣ୍ଡୀଗଡ଼: ଆପଣଙ୍କୁ ଯଦି ପଚାରିବେ ସଉକ ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରିପାରିବେ । ଆପଣ କହିବେ ସଉକ ପୂରଣ ପାଇଁ ହଜାରେ କି ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । କିନ୍ତୁ ହରିୟାଣାର କୈଥଲର ଜଣେ ଯୁବକ ନିଜ ସଉକ ପାଇଁ ପାଖାପାଖି ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଆପଣ ଜାଣି…

ବୁଲେଟ ଟ୍ରେନ ଦୁନିଆରେ ଏସବୁ ଦେଶରେ ନାହିଁ ରେଳଧାରଣା

ନୂଆଦିଲ୍ଲୀ: ଆପଣ ରେଳଧାରଣା ଓ ରେଳ ତ ନିଶ୍ଚୟ ଦେଖିଥିବେ । ତେବେ ଆପଣ ଭାବୁଥିବେ ଯେ ବିଶ୍ୱର ସବୁ ଦେଶରେ ରେଳ ଗଡୁଥିବ । ତେବେ ଏହା ସତ ନୁହେଁ । ବିଶ୍ୱରେ ଏମିତି ବି କିଛି ଦେଶ ଅଛନ୍ତି ଯେଉଁଠାରେ ରେଳ ଛାଡ଼ନ୍ତୁ ରେଳଧାରଣା ମଧ୍ୟ ନାହିଁ । ଏବେ ଆପଣ ଭାବୁଥିବେ ଯେ ବୋଧେ ଏହି ଦେଶଗୁଡିକ…

ରିଲିଜ ହେବାର ପ୍ରଥମ ଦିନରେ ଦୃଶ୍ୟମ-୨କୁ ପଛରେ ପକାଇଦେବ ‘ଭୋଲା’!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'ର ଆଡଭାନ୍ସ ବୁକିଂ ଚାଲିଛି । ଏହି ଫିଲ୍ମ ୩୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ବର୍ତ୍ତମାନ ପ୍ରଶଂସକଙ୍କଠାରୁ ରେସପନ୍ସ ପାଉଥିବାବେଳେ ଆଶା କରାଯାଉଛି ଯେ 'ଭୋଲା'କୁ ଦୃଶ୍ୟମ- ୨ ତୁଳନାରେ ଅଧିକ ହିଟ ସାବ୍ୟସ୍ତ…

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି।…