ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା, ହ୍ଵାଟ୍ସଆପ ଷ୍ଟାଟସ ରଖିବାରୁ ମାମଲା
ମୁମ୍ବାଇ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ଅଡୁଆରେ ପଡିଲେ ଯୁବକ । ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲିଖିତ ପୋଷ୍ଟ ପାଇଁ ତାଙ୍କ ନାମରେ ଏବେ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁରରେ ଏଭଳି ଘଟଣା ଘଟିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ…