Latest Odisha News

BREAKING NEWS

କବିତା : ଯୁଦ୍ଧଭୂମି

କୈଳାସ ଚନ୍ଦ୍ର ସାହାଣୀ  ତୁମେ ଛଳନାର ଜତୁଗୃହରେ ଜାଳିବା ପୂର୍ବରୁ ବହୁବାର ଜଳିଛି ମୁଁ ପ୍ରତାରଣାର ଲେଲୀହାନ ଶିଖାରେ, ତୁମେ ମିଛର ମହୁତୁଠ ଦେଖାଇବା ଆଗରୁ ଅନେକବାର କ୍ଷତାକ୍ତ ହୋଇଛି ମୁଁ ସେ ମଧୁ ମକ୍ଷିକାର ତୀବ୍ର ଦଂଶନରେ ; ମୋତେ ଆଉ ଭ୍ରମିତ କରନାହିଁ ହେ…

ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରତିଯୋଗିତା: କେସିଆର, ମମତାଙ୍କ ପରେ କେଜ୍ରିଓ୍ୱାଲଙ୍କ ପ୍ରୟାସ

ନୂଆଦିଲ୍ଲୀ: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ଲାନ ନେଇ ତାଙ୍କ ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି! ଯାହା ଉପରେ ସାରା ଦେଶର ନଜର ରହିଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେସିଆରଙ୍କ ଝିଅଙ୍କୁ ୧୦ ଘଣ୍ଟା ଜେରା, ଆଜି ପୁଣି ହେବେ ହାଜର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ କରିଛି। ସୋମବାର ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ। ଏହାପରେ…

ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦାଖଲ କରିଛନ୍ତି ଅତାବିରା ଏନଏସି ନିର୍ବାଚନରେ ବିଜେଡିର ପ୍ରାର୍ଥୀ: ବିଜେପି

ଭୁବନେଶ୍ୱର: ଅତାବିରା ଏନ୍‌ଏସି ନିର୍ବାଚନରେ ୱାର୍ଡ ନଂ ୫ରୁ ବିଜୁ ଜନତା ଦଳର ପ୍ରାର୍ଥୀ ରାଜୀବ କହରା ମିଥ୍ୟା ଜାତିଗତ (ଅନୁସୂଚିତ ଜାତି) ପ୍ରମାଣ ପତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଛନ୍ତି । ଯାହାକୁ କି ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ଶକ୍ତିଦେବ ସାହୁ ପ୍ରାର୍ଥପତ୍ର ଯାଂଚ ସମୟରେ ନିର୍ବାଚନ…

ଯୁକ୍ତ୨ କଲେଜରେ ଖାଲିଥିବା ୫୫୫ ପିଜିଟି ଶୀଘ୍ର ପୂରଣ ହେବ

ଭୁବନେଶ୍ୱର: ଓଡ଼ିଶାରେ ଥିବା ୨୨୬ଟି ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜରେ ଖାଲିଥିବା ୫୫୫ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ଚୟନ ବୋର୍ଡ ଏହି ନିଯୁକ୍ତି ପ୍ରକ୍ରିୟା କରିବ ବୋଲି…

ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ପୁରୀ (ସନ୍ତୋଷ କୁମାର ଦାସ): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ବସିଥିଲା। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ…

‘ଅଗଷ୍ଟ ସୁଦ୍ଧା ଶତ ପ୍ରତିଶତ ପରିବାରକୁ ବିଜୁଳି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି’

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସୋମବାର ଓଡ଼ିଶାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ଓଡ଼ିଶାରେ ୧୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ଆଜି ଏହା ୯୭ ପ୍ରତିଶତରେ…

ବଢ଼ିଛି ଅପରାଧ, ଅନେକ ମାମଲାରେ ଦାଖଲ ହୋଇପାରିନି ଚାର୍ଜସିଟ୍: ଶ୍ୱେତପତ୍ର

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ଓଡ଼ିଶାରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା…

ତିନି ବର୍ଷରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୯୭୦ ଜଣ ଲୋକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୋମବାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ଏହା…

ନୂଆ ଆଲେଖ୍ୟ ଲେଖି ପୁଣିଥରେ ନିଜ ଦଳକୁ ପରୋକ୍ଷରେ ଭର୍ତ୍ତୃହରିଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ପୁଣିଥରେ ନିଜ ସମ୍ପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ରବିବାର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ 'ରାଜନୀତିର ବାଟ ହୁଡିଯାଇଛୁ କି ଆମେ?' ଶୀର୍ଷକ ଲେଖି ପୁଣିଥରେ ନିଜ ଦଳ ତଥା ସରକାରକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ…